Jump to content

ନରହରି

ଉଇକିଅଭିଧାନ‌ରୁ

ନରହରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ. ତତ୍; ନର+ହରି=ସିଂହ ବା ଶ୍ରେଷ୍ଠ)

[ସମ୍ପାଦନା]
୧. ନରସିଂହ; ଶ୍ରେଷ୍ଠ ବ୍ୟକ୍ତି — ୧. An eminent person.
୨. ବିଷ୍ଣୁଙ୍କ ନାମ —୨. Name of Bishṇu.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — Name given to males.