ନରାଜ
ଦେଖଣା
ନରାଜ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. କଟକ ଜିଲ୍ଲାର ଗ୍ରାମବିଶେଷ — ୧. A village in the district of Cuttack.
[ ଦ୍ର—ଏହି ସ୍ଥାନରେ କାଠଯୋଡ଼ୀ ମହାନଦୀରୁ ଶାଖା ହୋଇ ବାହାରି ଅଛି ଏଠାରେ ସରକାର ଗୋଟିଏ ପଥର ବନ୍ଧ ବା ଆନୀକଟ୍ କରି କେନାଲ ପାଇଁ ଜଳ ଭଣ୍ଡାର କରି ଅଛନ୍ତି ଏହା କଟକ ସହରଠାରୁ ପଶ୍ଚିମରେ ପ୍ରାୟ ୬ ମାଇଲ ଦୂରରେ ଅବସ୍ଥିତ କାଠଯୋଡ଼ୀ ମହାନଦୀଠାରୁ ବାହାରିଥିବା ସ୍ଥାନରେ ଗୋଟିଏ ପଥର ବନ୍ଧ ଓ ୭୮: ମାଇଲ ଛଡ଼ା ମହାନଦୀରେ ଜୋବ୍ରାଠାରେ ଗୋଟିଏ ପଥର ବନ୍ଧ କରିବାଦ୍ୱାରା ଯେଉଁ ଜଳ ଭଣ୍ଡାର କରା ଯାଇଅଛି ତହିଁରୁ ତାଳଦଣ୍ଡା ନାଳ, କେନ୍ଦ୍ରାପଡ଼ା ନାଳ, ହାଇଲେଭଲ ନାଳ— ମାନ ବାହାରି ଅଛି; ନରାଜରେ ପାହାଡ଼ରେ ଗୋଟିଏ ଗୁମ୍ଫା ଦେହରେ ପାଲୀ ଭାଷାରେ କେତେ ଗୋଟି ପଂକ୍ତି ଖୋଦିତ ହୋଇଥିବାର ଦେଖାଯାଏ]
- ୨. ନରାଜୁ (ଦେଖ) - —୨. Narāju (See)