ନରାଜୁ
ଦେଖଣା
ନରାଜୁ
ଉଚ୍ଚାରଣ
[ସମ୍ପାଦନା](ନରୋଜ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାରାଚୀ)
[ସମ୍ପାଦନା]- ୧. ତରାଜୁ; ନିକିତି — ୧. Weighing machine; the scales.
- ୨. ତୁଳା ଯନ୍ତ୍ରର ଦଣ୍ଡ — ୨. The beam of a weighing machine.
- ୩. ବିଶାକାଠି —୩. Weighing scale-yard.
- ୪. (ସଂସ୍କୃତ - ନଳ) ଯେଉଁ କାଷ୍ଠ ଦଣ୍ଡରେ ତନ୍ତୀଙ୍କର ଲୁଗା ବୁଣା ପାଇଁ ଟାଣୀ ସୂତା ଗୁଡ଼ିଆ ହୋଇଥାଏ; ତନ୍ତକାଠ — ୪. A weaver's roller on which the warp- thread is rolled; weaver's beam.