Jump to content

ନରାଧମ

ଉଇକିଅଭିଧାନ‌ରୁ

ନରାଧମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (୭ମୀ ତତ୍; ନର+ଅଧମ)

[ସମ୍ପାଦନା]
୧. ଅତିଶୟ କୁଚରିତ୍ର ବ୍ୟକ୍ତି —୧. A wretch; a vile person; a miscreant.
୨. ମହାପାପୀ —୨. A great sinner.