Jump to content

ନରାନ୍ତକ

ଉଇକିଅଭିଧାନ‌ରୁ

ନରାନ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନର+ଅନ୍ତକ=ବିନାଶକାରୀ)

[ସମ୍ପାଦନା]
୧. ଯମ — ୧. God of death.
୨. ରାମାୟଣୋକ୍ତ ରାକ୍ଷାସବିଶେଷ; ରାବଣର ପୁତ୍ର — ୨. A demon, son of Rābaṇa.

[ ଦ୍ର—ଲଙ୍କା ଯୁଦ୍ଧରେ ଏ ଅଙ୍ଗଦଦ୍ୱାରା ହତ ହୋଇଥିଲା— (ହିନ୍ଦୀ - ଶବ୍ଦସାଗର)]

୩. ମୃତ୍ୟୁ —୩. Death (Apte).
୪. ନରଘାତକ ବ୍ୟକ୍ତି —୪. A murderer.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନରଘାତୀ; ଯେ ନରହତ୍ୟା କରେ —Killing men.