Jump to content

ନରାଶ

ଉଇକିଅଭିଧାନ‌ରୁ

ନରାଶ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନର+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଅ; ନରଭକ୍ଷକ)

୧. ରାକ୍ଷାସ —୧. A demon; goblin (Apte).
୨. ନରମାଂସଭୋଜୀ ବ୍ୟକ୍ତି —୨. A cannibal.