ନରେନ୍ଦ୍ରମାର୍ଗ
ଦେଖଣା
ନରେନ୍ଦ୍ରମାର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନରେନ୍ଦ୍ର+ମାର୍ଗ; ୬ଷ୍ଠୀ ତତ୍ପୁରୁଷ; ନରେନ୍ଦ୍ରଙ୍କ ମାର୍ଗ କିମ୍ୱା ମ. ପ. ଲୋ. ନରେନ୍ଦ୍ର ବ୍ୟବହୃତ ମାର୍ଗ କିମ୍ୱା ୭ମୀ ତତ୍; ମାର୍ଗମାନଙ୍କ ମଧ୍ୟରେ ନରେନ୍ଦ୍ର ବା ରାଜା)
[ସମ୍ପାଦନା]- ୧. ରାଜମାର୍ଗ; ରାଜଦଣ୍ଡ — ୧. The king's high way.
- ୨. ପ୍ରକାଶ୍ୟ ପଥ; ସର୍ବସାଧାରଣଙ୍କ ବ୍ୟବହୃତ ପଥ — ୨. Public road.