Jump to content

ନରୋତ୍ତମ

ଉଇକିଅଭିଧାନ‌ରୁ

ନରୋତ୍ତମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନର+ଉତ୍ତମ)

[ସମ୍ପାଦନା]
୧. ନରେଶ୍ରେଷ୍ଠ; ଅତି ଉତ୍ତମ ବ୍ୟକ୍ତି — ୧. Very good man.
୨. ପୁରୁଷୋତ୍ତମ; ବିଷ୍ଣୁ —୨. Vishnu.
୩. ବୁଦ୍ଧଦେବ —୩. An epithet of the Buddha (Apte).

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ —Name given to males.