ନର୍ତ୍ତକୀ
ଦେଖଣା
ନର୍ତ୍ତକୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ନୃତ୍ୟକାରିଣୀ ସ୍ତ୍ରୀ; ନାଚବାଲୀ — ୧. A female dancer; a dancing girl.
- ୨. ହସ୍ତିନୀ —୨. A female elephant.
- ୩. ମୟୂରୀ —୩. A pea-hen.
- ୪. ନଟୀ; ଅଭିନେତ୍ରୀ —୪. An actress.
- ୫. ନାଳିକା ନାମକ ସୁଗନ୍ଧ ଦ୍ରବ୍ୟ — ୫. Name of a medicinal scent.