Jump to content

ନର୍ତ୍ତନ

ଉଇକିଅଭିଧାନ‌ରୁ

ନର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

(ନର୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନୃତ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନୃତ୍ୟ; ନାଚ; ନାଟ —୧. A dance.
୨. ନାଚିବା କର୍ମ —୨. Dancing.
୩. ନାଟକ ଆଭିନୟ କରିବା — ୩. Acting of a play.