ନର୍ଦ୍ଦମା
ଦେଖଣା
ନର୍ଦ୍ଦମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନର୍ଦ୍ଦମା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନର୍ଦ୍ଦ ଧାତୁ=ଶବ୍ଦ କରିବା, ଗତି କରିବା; ତୁଳ ଫାରାସୀ - ନାବ୍ଦାନ୍)
[ସମ୍ପାଦନା]- ୧. ପାଣିନାଳ; ନୟନଯୋଡ଼ି; ପୟଃପ୍ରଣାଳୀ —୧. Gutter; drain; wayside ditch; water channel.
କୁରୁତି ନର୍ଦମା କର୍ଦମେ ଗୁଡ଼ୁଛ ସିନା— ମଧୂସୂଦନ. ବ୍ୟଙ୍ଗକବିତା
- ୨. ମିଇଳା ପାଣି ବୋହି ଯିବାର ନାଳୀ — ୨. A channel for the flow of foul water.