ନର୍ମାଦୀ
(ନର୍ମାଦୀ—ଅନ୍ୟରୂପ)
ନର ଓ ମାଦୀ; ଅଣ୍ଡିରା ଓ ମାଈ — Male and female.
ଜୀବମିଥୁନ; ଦ୍ୱନ୍ଦ୍ୱ — A pair or couple of animals.