Jump to content

ନର୍ମ୍ମଦ

ଉଇକିଅଭିଧାନ‌ରୁ

ନର୍ମ୍ମଦ

ଉଚ୍ଚାରଣ

[ସମ୍ପାଦନା]

(ନର୍ମଦ—ଅନ୍ୟରୂପ)

(ନର୍ମ୍ମଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ(ନର୍ମ୍ମନ୍=କେଳି+ଦା ଧାତୁ=ଦାନକରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ନର୍ମ୍ମସଚିବ; କ୍ରୀଡ଼ାସହଚର; ଲୀଳାସହଚର —୧. Boon companion; playmate.
୨. ବିଦୁଷକ; ଭଣ୍ଡ —୨. A jester; a buffoon.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. କୈତୁକପ୍ରଦ —୧. Giving amusement.
୨. ଆନନ୍ଦପ୍ରଦ —୨. Gladdening; pleasure-giving.