ନର୍ମ୍ମଦେଶ୍ୱର
ଦେଖଣା
ନର୍ମ୍ମଦେଶ୍ୱର
ଉଚ୍ଚାରଣ
[ସମ୍ପାଦନା]ନର୍ମ୍ମଦା ନଦୀ ଗର୍ଭରୁ ମିଳିବା ଏକପ୍ରକାର ଅଣ୍ଡାକାର ଶିବଲିଙ୍ଗ —A kind of oval peeble found in the bed of the Nerbudda river.
[ଦ୍ରଷ୍ଟବ୍ୟ —ଏହା ମ୍ଫଟିକ ପରି ଶୁଭ୍ର କିମ୍ୱା ନାଲି ବା କଳା ରଙ୍ଗର ମିଳେ ପୁରୁଣାନୁସାରେ ଏ ଲିଙ୍ଗର ପୂଜାରେ ବିଶେଷ ମାହାତ୍ମ୍ୟ ଅଛି—ହିନ୍ଦୀ - ଶ.]