ନର୍ମ୍ମସଚିବ
ଦେଖଣା
ନର୍ମ୍ମସଚିବ
ଉଚ୍ଚାରଣ
[ସମ୍ପାଦନା]ନର୍ମସଚିବ, ନର୍ମସଖା, ନର୍ମସହଚର, ନର୍ମସୁହୃଦଅନ୍ୟରୂପ
ନର୍ମସଚିବା, ନର୍ମସଖୀ, ନର୍ମସହଚରୀସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଂ. (ନର୍ମ୍ମନ୍+ସଚିବ)
[ସମ୍ପାଦନା]- ୧. ରାଜାଙ୍କର ବିଳାସ ବସ୍ତୁ ଯୋଗାଇବା ମନ୍ତ୍ରୀ ଓ ବିଳାସାର୍ଥ ଆୟୋଜନ— କାରୀ ମନ୍ତ୍ରୀ —୧. A minister of sports.
- ୨. କ୍ରୀଡ଼ା ସହଚର — ୨. Playmate.
- ୩. ସାଙ୍ଗ —୩. Boon companion.
- ୪. ବିସିନୀ; ପ୍ରଣୟୀ — ୪. Lover; a gallant.
- ୫. ଭାଣ୍ଡ; ବିଦୁଷକ —୫. A buffoon; a fool; a jester.
- ୬. କୁଟୁଣା; ଭଡ଼ୁଆ —୬. A panderer.