Jump to content

ନର୍ମ୍ମାଲ୍ ସ୍କୁଲ

ଉଇକିଅଭିଧାନ‌ରୁ

ନର୍ମ୍ମାଲ୍ ସ୍କୁଲ

ଉଚ୍ଚାରଣ

[ସମ୍ପାଦନା]

ନର୍ମାଲସ୍କୁଲ, ନର୍ମାଲବିଦ୍ୟାଳୟଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (ଇଂ)—ବି

[ସମ୍ପାଦନା]

ମଧ୍ୟମ ଶ୍ରେଣୀୟ ବିଦ୍ୟାଳୟ— ମାନଙ୍କରେ ଶିକ୍ଷକତା କରିବାକୁ ଉପଯୁକ୍ତ ପଣ୍ଡିତ ଯେଉଁଠାରେ ଶିକ୍ଷିତ ହୁଅନ୍ତି — Normal School; a school for training teachers for secondary schools.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଏହାର ନାମ ଟିଚର ଟ୍ରେନିଙ୍ଗ୍ (Teacher Training) ବା ସେକେଣ୍ଡେରୀ ଟ୍ରେନିଙ୍ଗ୍ ସ୍କୁଲ (Secondary Traiing school) ପ୍ରାଥମିକ ବା ପ୍ରାଇମେରୀ ସ୍କୁଲର ଶିକ୍ଷକ ତାଲିମ୍ କରିବା ସ୍କୁଲକୁ ଗୁରୁଟ୍ରେନିଙ୍ଗ୍ ବା ଏଲିମେଣ୍ଟାରୀ ଟ୍ରେନିଙ୍ଗ୍ (Elementary Training) ସ୍କୁଲ କୁହାଯାଏ ଇଂରାଜୀ ସ୍କୁଲର ଭାବୀ ଶିକ୍ଷକମାନେ ଶିକ୍ଷକମାନେ ଟ୍ରେନିଙ୍ଗ୍ କଲେଜରେ ଶିକ୍ଷା ପାଆନ୍ତି ପୂର୍ବେ ନର୍ମ୍ମାଲ ସ୍କୁଲକୁ ପଣ୍ଡିତ ଟ୍ରେନିଙ୍ଗ୍ ମଧ୍ୟ ବୋଲାଯାଉ ଥିଲା]