ନର କେଶରୀ
ଦେଖଣା
ନର କେଶରୀ
ଉଚ୍ଚାରଣ
[ସମ୍ପାଦନା](ନରକେସରୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନର+କେଶରୀ= ଶ୍ରେଷ୍ଠ, ୭ମୀ ତତ୍; ବା ଉପମିତ କର୍ମଧାରୟ, କେଶରୀ ପରି ନର)
[ସମ୍ପାଦନା]- ୧. ନରଶ୍ରେଷ୍ଠ; ନରପୁଙ୍ଗବ — ୧. The chief among men; a great man.
- ୨. ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି ବିଷ୍ଣୁଙ୍କର ଅବବତାରବିଶେଷ; ନୃସିଂହ ଅବତାର —୨. An incarnation of Bishṇu (half man and half lion).
[ଦ୍ରଷ୍ଟବ୍ୟ —ବିଷ୍ଣୁ ୪ର୍ଥ ଅବତାରରେ ଏରୂପ ଧରି ହିରଣ୍ୟକଶିପୁକୁ ନଖରେ ଚିରି ବଧ କରିଥିଲେ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — A Name given to males.