Jump to content

ନର ଗଣ

ଉଇକିଅଭିଧାନ‌ରୁ

ନର ଗଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଫଳିତ ଜ୍ୟୋତିଷରେ ଉତ୍ତରଫାଲ୍ଗୁନୀ, ଉତ୍ତରାଷାଢ଼ା, ପୂର୍ବଭାଦ୍ରପଦ, ରୋହଣୀ, ଭଉଣୀ ଓ ଆର୍ଦ୍ରୋନକ୍ଷତ୍ରର ଗଣବିଶେଷ —(astrology) A group of asterisms.

[ଦ୍ରଷ୍ଟବ୍ୟ —ଏଥିରେ ହେବା ବ୍ୟକ୍ତି ସୁଶୀଳ ଓ ବୁଦ୍ଧିମାନ୍ ହୁଏ ଏହାକୁ ମନୁଷ୍ୟଗଣ ମଧ୍ୟ ବୋଲାଯାଏ ରାକ୍ଷସଗଣ ସଙ୍ଗେ ନରଗଣର ବିରୋଧ ଓ ଦେବଗଣ ସଙ୍ଗେ ମିତ୍ରତା ହୁଏ]