Jump to content

ନର ନାରାୟଣ

ଉଇକିଅଭିଧାନ‌ରୁ

ନର ନାରାୟଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବଦରିକାଶ୍ରମବାସୀ ନରରୂପାଧାରୀ ୨ ଜଣ ଋଷିଭ୍ରାତା (ବିଷ୍ଣଙ୍କ ଅବତାର) (ନର ୯ ଦେଖ) —୧. An incarnation of Bishṇu in the shape of ୨ sages.
୨. ଅର୍ଜୁନ ଓ ଶ୍ରୀକୃଷ୍ଣ — ୨. Arjuna and Ṡrīkṛushṇa.