Jump to content

ନର ମଣି

ଉଇକିଅଭିଧାନ‌ରୁ

ନର ମଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନର+ମଣି)

[ସମ୍ପାଦନା]
୧. ରାଜା — ୧. King.
୨. ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି; ପୁରୁଷଶ୍ରେଷ୍ଠ — ୨. A great man; the chief among men.