ନର ମେଧ
ଯଜ୍ଞ ବିଶେଷ; ଯହିଁରେ ନରକୁ ହତ୍ୟା କରି ଆହୁତି ଦିଆଯାଏ — A human sacrifice.
ମେରିଆ (ଦେଖ) - —Meriā (See)