Jump to content

ନର ସଂସର୍ଗ

ଉଇକିଅଭିଧାନ‌ରୁ

ନର ସଂସର୍ଗ

ଉଚ୍ଚାରଣ

[ସମ୍ପାଦନା]

(ନରସମାଜ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନର+ସଂସର୍ଗ)

[ସମ୍ପାଦନା]
୧. ମନୁଷ୍ୟଙ୍କ ସଙ୍ଗେ ଚଳପ୍ରଚଳ ହେବା — ୧. Moving amongst man.
୨. ମନୁଷ୍ୟମାନଙ୍କ ଗଠିତ ସମାଜ — ୨. The human society.