ନଳକ
ଦେଖଣା
ନଳକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଳ+ସାଦୃଶ୍ୟାର୍ଥେ. କ; ଅଥବା ନଳ+କୈ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପବ; ବାଉଁଶ ଆଦିର ପବ ବା ପଗ — ୧. An internode; the part of a bamboo or cane between two joints.
- ୨. ହାତ ଓ ଗୋଡ଼ର ନଳି ହାଡ଼ — ୨. The long bones of the fore arm and leg; the radius of yhe arm and the fibula of the leg.
- ୩. ନଳାକାର ଅସ୍ଥି —୩. Tubulous bone.
- ୪. ଛୋଟ ଗଛର ଶୂନ୍ୟଗର୍ଭ ଡାଙ୍ଗ ବା ଦଣ୍ଡ — ୪. The hollow stalk of plants.