Jump to content

ନଳକୂବର

ଉଇକିଅଭିଧାନ‌ରୁ

ନଳକୂବର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ବହୁବ୍ରୀହି; ନଳ+କୁବର= ଶରୀର; ନଳ ରାଜାଙ୍କ ପରି ଶରୀର ଯାହାର)

[ସମ୍ପାଦନା]

କୁବେରଙ୍କର ଏକ ପୁତ୍ର — Name of a son of Kubera.

[ଦ୍ରଷ୍ଟବ୍ୟ —ଏ ଓ ଏହାଙ୍କ ଭାଇ ମଣିଗ୍ରୀବ ନାରଦଙ୍କ ଅଭିଶାପରୁ ଯାଆଁଳା ଅର୍ଜୁନ ଗଛ ହୋଇଥିଲେ ଶ୍ରୀକୃଷ୍ଣ ଶୈଶବକାଳରେ ଏହି ଗଛ ଯୋଡ଼ିକୁ ଗୋଇଠାମାରି ଭାଙ୍ଗିଦେବାରୁ ଏ ଦୁହେଁ ଶାପ— ମୁକ୍ତ ହୋଇ ଗଲେ ]