Jump to content

ନଳଦ

ଉଇକିଅଭିଧାନ‌ରୁ

ନଳଦ

ଉଚ୍ଚାରଣ

[ସମ୍ପାଦନା]

(ନଳଦା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନଳ=ସୁଗନ୍ଧ+ଦା ଧାତୁ = ଦାନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜଟାମାଂସୀ —୧. Indian spikenard; Valanaria Jaṭāmāṁsī.
୨. ବେଣା ଚେରା — ୨. The root of the Beṇā grass.

ବଟାଇ ବୋଳାଇଲେ ବହୁତ ନଳଦ— କୃଷ୍ଣସିଂହ, ମହାଭାରତ. ବନ

୩. ପୁଷ୍ପକରଥ — ୩. The mythological chariot Pushpaka.
୪. ମକରନ୍ଦ — ୪. The nector of flower; flower honey.
୫. ଲାମଜ୍ଜକ (ହିନ୍ଦୀ - ଶ); ଗନ୍ଧବେଣା ନାମକ ତୃଣ — ୫. The Juncus Odoratus (grass).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଳଦାତା; ଯହିଁରୁ ସୁଗନ୍ଧ ବାହାରୁଅଛି — Emitting a sweet smell.