Jump to content

ନଳପଟ୍ଟିକା

ଉଇକିଅଭିଧାନ‌ରୁ

ନଳପଟ୍ଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଳ ପଟ୍ଟ= ଝୋଟ ବସ୍ତ୍ର+ସାଦୃଶ୍ୟାର୍ଥେ କ +ସ୍ତ୍ରୀ. ଅ)

[ସମ୍ପାଦନା]
୧. ବେରୁଆଁ ହେଁସ; କାଠିମସିଣା; ନଳର ଚାଞ୍ଚ — ୧. A mat of reeds.
୨. କାଣ୍ଡରର ତାଟି —୨. A partition or frame- work made of reeds.