Jump to content

ନଳା

ଉଇକିଅଭିଧାନ‌ରୁ

ନଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ନଳ)

[ସମ୍ପାଦନା]
୧. ପାଣି ବହି ଲଯିବାର ନାଳ — ୧. Drain; gutter.
୨. କୋଠା ଆନ୍ଦି ଉଚ୍ଚ ସ୍ଥାନରୁ ନିମ୍ନକୁ ପାଣି ଗଡ଼ିବା ନିମନ୍ତେ ସ୍ଥାପିତ ନଳ —୨. Water-pipe.
୩. ପୋଇ ଆଦିର ଫୁକାର —୩. An opening or arch in a bridge or culvert.

(ଯଥା—ଅଠରନଳା ପୋଲ)

୪. ବାଉଁଶ ଆଦିର ଏକ ପାଖ ଖୋଲା ତୁଙ୍ଗା — ୪. A bamboo tube with one and end open.

[ଦ୍ରଷ୍ଟବ୍ୟ —ଏଥିରେ ତେଲ ଆଦି ରଖା ଯାଏ ]

୫. ନୋଳା; ବେତର ପ୍ରହାର ଯୋଗୁଁ ଦେହରେ ରହିବା ଲମ୍ୱ ଚିହ୍ନ —୫. A long mark left on the body after a cane-beating; stripe.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ଧାନଗଛର ରୋଗବିଶେଷ; ପେଏଁ— କାଳିଆ ରୋଗ; କାହାଳିଆ ରୋଗ —୧. A pest affecting paddy plants.
୨. ନଳା ପୋକ (ଦେଖ) - — ୨. Naḻā poka (See)