ନଳା ଫାଟିବା
(ନଳା ଫାଟି ଯିବା, ନଳା ବସିବା, ନଳା ବସିଯିବା—ଅନ୍ୟରୂପ)
ଦେହରେ ବେତ୍ର ପ୍ରହାରର ଚିହ୍ନ ରହିଯିବା — Cane-marks being left on body.