ନଳି
ଦେଖଣା
ନଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଳ; ନଳିକା)
[ସମ୍ପାଦନା]- ୧. ସରୁ ନଳ —୧. A slender tube.
(ଯଥା—ନଜର ନଳି)
- ୨. ବନ୍ଧୁକ —୨. A gun.
ରଞ୍ଜକ ଖ୍ୟାତ ନଳି ଅଛି ଯୋଖି ଭଞ୍ଜ କୋଟି ବ୍ରହ୍ମାଣ୍ଡସୁନ୍ଦରୀ
- ୩. ବନ୍ଧୁକର ନଳ —୩. Gun-barrel.
- ୪. ନଳ —୪. Tube.
x x ବଂଶ ନଳିରେ ଥିବାର ଯେ ଭଞ୍ଜ ବୈଦେହୀଶବିଳାସ
- ୫. କେଳାଙ୍କର ନଳ କାଠି —୫. A set of telescopic staffs used by fowlers.
ନଳି ଆଳିରେ ଘେନି କାଠିକି ଭଞ୍ଜ ଲାବଣ୍ୟବତୀ
- ୬. ଗୋଡ଼ର ବଳାଗଣ୍ଠି ଉପରଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଅଂଶର ଅସ୍ଥିମୟ ପୃଷ୍ଠ ଦେଶ — ୬. The bony back of the calf of the leg; fibula.
ଦେଶଜ - ବିଶେଷଣ -
[ସମ୍ପାଦନା]ଛୋଟ ନଳ ପରି ସରୁ — Slender like a small tube.
(ଯଥା—ନଳି ଗୋଡ଼, ନଳି ଗୋଡ଼ୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନଳୀ (ଦେଖ) - —Naḻī (See)