ନଳିଗୋଡ଼ା
(ନଳିଗୋଡ଼ିଆ—ଅନ୍ୟରୂପ)
(ନଳିଗୋଡ଼ୀ—ନଳିଗୋଡ଼େଈ—ସ୍ତ୍ରୀ)
ଯେଉଁ ପୁରୁଷର ଗୋଡ଼ ସରୁଆ — Slender-legged.
[ଦ୍ରଷ୍ଟବ୍ୟ —ଆମ ଦେଶରେ ନଳି— ଗୋଡ଼ୀ ସ୍ତ୍ରୀମାନେ ଅସୁନ୍ଦରୀଙ୍କ ମଧ୍ୟରେ ପରିଗଣିତା]