ନଳିଗୋଡ଼ ଘା
ଦେଖଣା
ନଳିଗୋଡ଼ ଘା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଳିଗୋଡ଼ ଘା
|
(ନଳିଗୋଡ଼ ଘାଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମନୁଷ୍ୟର ନଳିଗୋଡ଼ରେ ହୋଇଥିବା କ୍ଷତ — A sore or ulcer on the fibula.
ଘର ଆଗ ମହାଜନ, ଜଳିଗୋଡ଼ ଘା— ସଖି ଗୋ, ମନ୍ଦ ଏ ଢ଼ଗ
[ଦ୍ରଷ୍ଟବ୍ୟ —ଏହି କ୍ଷତ ସହଜରେ ଭଲ ହୁଏ ନାହିଁ]