ନଳିଘା
(ନଳିଘାଆ—ଅନ୍ୟରୂପ)
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼ୀ କ୍ଷତ;ସଂସ୍କୃତ - ନଳ+ ଘାତ)
ଯେଉଁ ଘାଆ ଉପରେ ଶୁଖିଗଲା ପରି ଦେଖାଯାଏ କିନ୍ତୁ ଭିତରେ ନ ଶୁଖି ପୂଜ ହୁଏ; ଦୁଷ୍ଟ କ୍ଷତ; ନାଡ଼ୀ ବ୍ରଣ — Sinus.