ନଳିଚା
ଦେଖଣା
ନଳିଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଳିଚା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଳ; ଢୁଳ ଫାରାସୀ - ନଇଚା)
[ସମ୍ପାଦନା]- ୧. ହୁକାର ନଳ — ୧. The pipe of a hubble bubble.
- ୨. (ସଂସ୍କୃତ - ନଳିତ, ନାଡ଼ୀ= ପଟ୍ଟୁଶାକ)— ଝୋଟଗଛ —୨. Jute plant.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଭାରି ପିତା; ଲୋକେ ଏ ପତ୍ରକୁ ଶୁଖାଇ ରଖି, କୋଷ୍ଠ ପରିଷ୍କର ନିମନ୍ତେ ତାହାର କ୍ୱାଥ ଖାଆନ୍ତି କଞ୍ଚା ନଳିତାପତ୍ରକୁ ମଧ୍ୟ ଲୋକେ ଶାଗ କରି ଖାଆନ୍ତି ନଳିତା ୩ ପ୍ରକାର ଧଳାଗଛର ଶାଗ ପିତା ନୁହେଁ ଇଷତ୍ ନାଲିଗଛର ଶାଗ ପିତା ଆଉ ଏକପ୍ରକାର ନଳିତା (ପର୍ବତ କାଉଁରିଆ)ର ପତ୍ର ଖଟା]
ଦେଶଜ - ବିଶେଷଣ -
[ସମ୍ପାଦନା]ନଳିପରି ସରୁ —Slender like a tube.