ନଳିନ
ଦେଖଣା
ନଳିନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଳ ଧାତୁ=ବନ୍ଧନ କରିବା; ଉଜ୍ଜ୍ୱଳ ହେବା+ କର୍ତ୍ତୃ. ଇନ)
[ସମ୍ପାଦନା]- ୧. ପଦ୍ମ —୧. Lotus.
- ୨. କଇଁ —୨. Water lily.
- ୩. ଜଳ —୩. Water.
- ୪. ନଳୀଗଛ —୪. Indigo plant.
- ୫. ଶୈବାଳ; ଶିଉଳୀ —୫. Moss.
- ୬. ସାରସପକ୍ଷୀ —୬. The Indian crane.
- ୭. ପାଣି ଅଅଁଳା ଫଳ ଓ ଗଛ —୭, Flacourtia Cataphracta (plant and berry).
- ୮. ସ୍ୱର୍ଗଗଙ୍ଗା; ମନ୍ଦାକିନୀ — ୮. The Ganges said to flow in the Heaven.
- ୯. କରନ୍ଦା (ଗୁଳ୍ମ ଓ କୋଳି) (ହିନ୍ଦୀ - ଶ.) — ୯. Carissa Carandas (plant and berry).