Jump to content

ନଳିନଶୟ

ଉଇକିଅଭିଧାନ‌ରୁ

ନଳିନଶୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଳିନ=ପଦ୍ମ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ; ଉପପଦ ସମାସ)

[ସମ୍ପାଦନା]

ବିଷ୍ଣୁ —Bishṇu.

[ଦ୍ରଷ୍ଟବ୍ୟ —ବିଷ୍ଣୁ ପ୍ରଳୟକାଳରେ ପଦ୍ମ ଉପରେ ଶୁଅନ୍ତି]