Jump to content

ନଳିନୀ

ଉଇକିଅଭିଧାନ‌ରୁ

ନଳିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଳିନ+ ସ୍ତ୍ରୀ. ଈ)

[ସମ୍ପାଦନା]
୧. ପଦ୍ମ — ୧. Lotus.
୨. ପଦ୍ମିନୀ; ପଦ୍ମସମୂହ —୨. A group or assemlage of lotus growing together.
୩. ପଦ୍ମିନୀ ସ୍ତ୍ରୀ —୩. One of the four classes of women according to the Hindu love-books.
୪. ପଦ୍ମପୋଖରୀ; ପଦ୍ମବନ —୪. A place where plenty of lotuses grow together.
୫. ମୃଣାଳ; ପଦ୍ମର ନାଡ଼ — ୫. Stalk of the lotus flower.
୬. ପଦ୍ମଲତା —୬. The lotus plant.
୭. ୧୫: ଅକ୍ଷରବିଶିଷ୍ଟ ଛନ୍ଦୋବିଶେଷ —୭. A Sanskrit metre of ୧୫ letters or syllables.
୮. ସ୍ୱର୍ଗଗଙ୍ଗା — ୮. The Ganges of the Heaven.
୯. ନାରିକେଳ ସୁରା; ନଡ଼ିଆ ଗଛର ତାଡ଼ି — ୯. Cocoanut toddy.

[ଦ୍ରଷ୍ଟବ୍ୟ —ନଳିନୀର ଭିନ୍ନ ଭିନ୍ନ ତିନିଗୋଟି ଅର୍ଥ ଭଞ୍ଜ ଲାବଣ୍ୟବତୀରେ ପ୍ରୟୋଗ କରିଛନ୍ତି—ଯଥା—ଦେଖରେ ନଳିନି (୩ୟ ଅର୍ଥ) ନଳିନୀ (୪ର୍ଥ ଅର୍ଥ) ନଳିନୀ (୧ମ ଅର୍ଥ)ରେ ଶୋଭିତ]

[[]] ୧ ନଳିକା ]] ୫ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୧୦. Naḻikā ୫ (See)

୧୧. ନଦୀ (ହିନ୍ଦୀ - ଶବ୍ଦସାଗର) —୧୧. River.
୧୨. ନାକର ବାଆଁପୁଡ଼ା (ହିନ୍ଦୀ - ଶବ୍ଦସାଗର) — ୧୨. The left nostrill.
୧୩. ଏକ ସଂସ୍କୃତ ବୃତ୍ତ (ଏଥିରେ ପ୍ରତ୍ୟେକ ଚରଣରେ ୫ ସଗଣ ଥାଏ) — ୧୩. Name of a Sanskrit metre.