Jump to content

ନଳିନୀଗୌଡ଼ା

ଉଇକିଅଭିଧାନ‌ରୁ

ନଳିନୀଗୌଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଙ୍ଗଳଗୁକ୍କରୀ ପରି ଚତୁର୍ଦ୍ଦଶ ଅକ୍ଷରବିଶିଷ୍ଟ ଦ୍ୱିପାଦିକ ଓଡ଼ିଆ ବୃତ୍ତବିଶେଷ — A kind of Oria metre.

[ଦ୍ରଷ୍ଟବ୍ୟ —ବିଦଗ୍ଧଚିନ୍ତାମଣିର ୪୩: ଛାନ୍ଦ ଏହି ବୃତ୍ତରେ ରଚିତ]