ନଳିନୀ ଦଳ
ଦେଖଣା
ନଳିନୀ ଦଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ନଳିନୀ+ ଦଳ)
[ସମ୍ପାଦନା]- ୧. ପଦ୍ମପତ୍ର — ୧. Lotus leaf.
[ଦ୍ରଷ୍ଟବ୍ୟ —ଏଥିରେ ପାଣି ପଡ଼ିଲେ ତାହା ପତ୍ରରେ ନ ଲାଗି ଢ଼ଳଢ଼ଳ ହେଉଥାଏ ପାଣି ଖସି ପଡ଼ିଲେ ଦେଖାଯାଏ ଯେ ପତ୍ର ଦେହରେ ପାଣିର କୌଣସି ଅଂଶ ଲାଗି ନାହିଁ ଏଥିପାଇଁ ମନୁଷ୍ୟର ଜୀବନକୁ କବି ଓ ଋଷିମାନେ "ନଳିନୀଦଳଗତ ଜଳ" ପରି ତରଳ ବା ଢ଼ଳଢ଼ଳ ବୋଲି କରିଅଛନ୍ତି]
- ୨. ପଦ୍ମଫୁଲର ପାଖୁଡ଼ା — ୨. The petals of the lotus flower.