ନଳିନୀ ରୁହ
ଦେଖଣା
ନଳିନୀ ରୁହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଳିନୀ+ରୁହ ଧାତୁ= ଉଠିବା; ଉତ୍ପନ୍ନ ହେବା କର୍ତ୍ତୃ. ଅ)
[ସମ୍ପାଦନା]- ୧. ମୃଣାଳ; ପଦ୍ମର ନାଡ଼ — ୧. The stalk of lotus.
- ୨. ବ୍ରହ୍ମା —୨. Brahmā.
[ଦ୍ରଷ୍ଟବ୍ୟ —ପ୍ରଳୟାନ୍ତେ ବିଷ୍ଣୁଙ୍କ ନାଭି କମଳରୁ ଉଠିଥିବା ପଦ୍ମଫୁଲ ଉପରେ ଯେ ବସି କରି ସୃଷ୍ଟି ଆରମ୍ଭ କରନ୍ତି]
- ୩. ପଦ୍ମ ନାଡ଼ର ତନ୍ତୁ — ୩. The fibres of a lotus (Apte).