ନଳିନ ନୟନ
(ନଳିନାକ୍ଷ—ଅନ୍ୟରୂପ)
(ନଳିନନୟନା, ନଳିନାକ୍ଷା, ନଳିନାକ୍ଷୀ—ସ୍ତ୍ରୀ)
ପଦ୍ମଲୋଚନ; ଯାହାର ଚକ୍ଷୁ ପଦ୍ମ ପରି ସୁନ୍ଦର — Lotus-eyed; having eyes as graceful as the lotus.