ନଳିବା
ଦେଖଣା
ନଳିବା
ଉଚ୍ଚାରଣ
[ସମ୍ପାଦନା](ନଳି ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନଳିବା
|
ଦେଶଜ - କ୍ରି. (ସଂସ୍କୃତ - ନଳ)
[ସମ୍ପାଦନା]- ୧. ଭୂମିକୁ ନଳ ବା ପଦିକାଦ୍ୱାରା ମାପ କରିବା ବା ଜରିବ କରିବା — ୧. To measure land with the rod.
x x ନଳି ଦେଲେ ଦଶ ବାଟିରୁ ଊଣା ପଡ଼ିବ ନାହିଁ ଫକୀରମୋହନ ଛମାଣ ଆଠଗୁଣ୍ଠ
- ୨. ବଡ଼ ବଡ଼ ପାହୁଣ୍ଡ ପକାଇ ଚାଲିବା — ୨. To walk with long strides; to stride.
- ୩. (ସଂସ୍କୃତ - ଲହରୀ) ନହଳିବା; ଏକ ଧମସରେ କଥା କହିବା; ଗପିବା; ଅନର୍ଗଳ ଗପିବା — ୩. To go on speaking without stopping.