Jump to content

ନଳି ଗୋଡ଼

ଉଇକିଅଭିଧାନ‌ରୁ

ନଳି ଗୋଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସରୁଆ ଗୋଡ଼ — ୧. Slender legs.

ବଗ ଲୋ ବଗ! ଧାନ କୁଟିବୁ? ନାଁ—ମେ ନଳିଗୋଡ଼ଖଣ୍ଡି ଭାଙ୍ଗିଯିବା ଶିଶୁଗୀତ

୨. ଗୋଡ଼ର ବଳାଗଣ୍ଠିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଅଂଶର ପୃଷ୍ଠାଂଶ —୨. The front bony part of the calf of the leg; fibula.