Jump to content

ନଳ ଗୁଞ୍ଜିବା

ଉଇକିଅଭିଧାନ‌ରୁ

ନଳ ଗୁଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନଳ ଯୋଖିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (କେଳା) ପକ୍ଷୀକୁ ଧରିବା ନିମନ୍ତେ ଏକାଧିକ ନଳକୁ ପରସ୍ପର ଯୁକ୍ତ କରିବା — ୧. (said of a fowler) To set the Naḻa staffs one at the end of another to catct a bird.
୨. (ଲକ୍ଷଣାର୍ଥ) ଉପାୟ ଉଦ୍ଭାବନ କରିବା — ୨. (fig) To devise a plan.