ନଳ ଡାକିବା
ନଳରେ ଭୂମି ମାପ କରୁଥିବା ବ୍ୟକ୍ତି ମାପି— ମାପିକା ଯାଉ ଯାଉ ଯେତେ ନଳ ମାପିଲା ତାହା ଉଚ୍ଚ ସ୍ୱରରେ କହିବା —To call aloud the number of Naḻas or measuring rod while engaged in measuring a land with the rod.