ନଶମ
(ନଶ୍ମ—ଅନ୍ୟରୂପ)
ଶର୍ଦ୍ଦ; ଶର୍ଦ୍ଦି; ଦେହରେ ଥଣ୍ଡା ଲାଗିବା ଯୋଗୁଁ ନାକରୁ ପାଣି ବୋହିବା ରୋଗ — Catching cold; catarrh.
ହେମ ନ ଭେଦଇ ତାକୁ ଶିଶିର ନସମ ପ୍ରାଚୀ ବ୍ରହ୍ମନିରୂପଣଗୀତା