Jump to content

ନଶେଇବା

ଉଇକିଅଭିଧାନ‌ରୁ

ନଶେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ରସ)

[ସମ୍ପାଦନା]

ଲସାଇବା; (ଘାଆଆଦିରୁ) ଲସା ବୋହିବା —To water (said of sores)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ନଶ୍ ଧାତୁ; ଢୁଳ. ହିନ୍ଦୀ - ଏହି ଅର୍ଥରେ ନସାନା)

[ସମ୍ପାଦନା]

ନାଶ କରିବା; ନଷ୍ଟ କରିବା — To ruin; to damage.

ଖେତ୍ ନଶାଏ ଶରକନା (ଶ୍ରାବଣା ନକ୍ଷତ୍ରରେ ବର୍ଷା?) ଗାଁ ନଶାଏ ବାଁମନା (ବ୍ରହ୍ମଣ) ଢ଼ଗ