Jump to content

ନଶ୍ୱର

ଉଇକିଅଭିଧାନ‌ରୁ

ନଶ୍ୱର

ଉଚ୍ଚାରଣ

[ସମ୍ପାଦନା]
(ନଶ୍ୱରା—ସ୍ତ୍ରୀ) 

ନଶ୍ୱରତା, ନଶ୍ୱରତ୍ୱବି

ସଂସ୍କୃତ - ବିଶେଷଣ - (ନଶ୍ ଧାତୁ+ କର୍ତ୍ତୃ. ଶୀଳାର୍ଥେ. ବର)

[ସମ୍ପାଦନା]
୧. ମରଣଶୀଳ —୧. Mortal.
୨. କ୍ଷୟଶୀଳ; ଅସ୍ଥାୟୀ —୨. Subject to decay; perishable; frail.
୩. ଅନିତ୍ୟ —୩. Temporary.
୪. କ୍ଷଣଭଙ୍ଗୁର —୪. Transient.