Jump to content

ନଷ୍ଟଚେଷ୍ଟ

ଉଇକିଅଭିଧାନ‌ରୁ

ନଷ୍ଟଚେଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ନଷ୍ଟଚେଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ନଷ୍ଟ+ଚେତା; ବହୁବ୍ରୀହି)

[ସମ୍ପାଦନା]
୧. ଜଡ଼; ନିସ୍ପନ୍ଦ —୧. Inert.
୨. ଗତିହୀନ —୨. Motionless.
୩. ନିଶ୍ଚେଷ୍ଟ; ଉଦ୍ୟମହୀନ — ୩. Destitute of energy.
୪. ମୂର୍ଚ୍ଛିତ —୪. Fainted.