ନଷ୍ଟପ୍ରଭ
(ନଷ୍ଟପ୍ରଭା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନଷ୍ଟ+ପ୍ରଭା)
ଯାହାର ପ୍ରଭା ବା ତେଜ ମଉଳି ଯାଇ ଅଛି —One who has lost his lustre or glory.