Jump to content

ନଷ୍ଟା

ଉଇକିଅଭିଧାନ‌ରୁ

ନଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ନଷ୍ଟ+ଆ)

[ସମ୍ପାଦନା]

ଭ୍ରଷ୍ଟା; ଅସତୀ; କୁଳଟା; ବ୍ୟଭି— ଚାରିଣୀ —Unchaste.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଅସତୀ ସ୍ତ୍ରୀ —An unchaste woman.